ଉଡ଼ାଣ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହେ‌ଲା କୋଷ୍ଟ ଗାର୍ଡ ହେଲିକପ୍ଟର

ନୂଆଦିଲ୍ଲୀ: ବନ୍ଦ ହେଲା କୋଚି ବିମାନବନ୍ଦରର ରନୱେ। ରବିବାର ମଧ୍ୟାହ୍ନରେ ଏକ କୋଷ୍ଟ ଗାର୍ଡ ହେଲିକପ୍ଟର ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ଏଭଳି କରାଯାଇଥିବା ଜଣାପଡ଼ିଛି। କୁହାଯାଉଛି ଯେ, ହେଲିକପ୍ଟରଟି କୋଚି ବିମାନବନ୍ଦରରୁ ଉଡାଣ ଆରମ୍ଭ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ଏହି ଘଟଣାରେ ଏପର୍ଯ୍ୟନ୍ତ କେହି ମୃତାହତ ହୋଇନଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଦୁର୍ଘଟଣାର କିଛି ସମୟ ପରେ ଦୁର୍ଘଟଣାସ୍ଥଳର ଯାଞ୍ଚ ପାଇଁ ବିମାନବନ୍ଦର ରନୱେ ବନ୍ଦ … Continue reading ଉଡ଼ାଣ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହେ‌ଲା କୋଷ୍ଟ ଗାର୍ଡ ହେଲିକପ୍ଟର